ସଲମାନଙ୍କୁ ଦେହ ଦେଖାଇ ହଟ ସିନ (ଅନ୍ତରଙ୍ଗ) କରିବାକୁ ମୋର ଇଛା,ଜାଣନ୍ତୁ କାହାର ଏ ଆଶା

ମୁମ୍ବାଇ : ସଲମାନଙ୍କ ସହ ହଟ ସିନ ଥିବ ବୋଲି ଭାବି ସିନେମାରେ ଅଭିନୟ କରିବାକୁ ହଁ ଭରିଥିଲି । ହଲେ ତାହା ହେଲାନି । ସଲମାନଙ୍କୁ ଛାଡି ଅନ୍ୟ କଳାକାରଙ୍କ ସହ ହଟ ସିନ କରିବାକୁ ପଡିଲା । କିନ୍ତୁ ମୁଁ ଚାହୁଁଛି ସଲମାନଙ୍କ ସହ ହଟ ସିନ କରିବାକୁ ମୋର ସଲମାନ ଭାରି ପସନ୍ଦ । ଏମିତି କହି ବଲିଉଡରେ ଚର୍ଚ୍ଚାକୁ ଆସିଛନ୍ତି ଖୋୟା ଖୋୟା ଗର୍ଲ ୍ଭିନେତ୍ରୀ ମାହି ଗିଲ । ଏମିତିକି ସଲମାନଙ୍କୁ ଦେହ ଦେଖାଇବାରେ କିଛି ଅସୁବିଧା ନାହିଁ ବୋଲି ସେ କହିଥିବା ଖବର ଉଡୁଛି ।

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ବୁଧବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଖୋୟା ଖୋୟା ଚାନ୍ଦ୍‌ ଫିଲ୍ମରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଦବଙ୍ଗ-୨ରେ ସେ ଅଭିନୟ କରିବାକୁ ରାଜି ହୋଇଥିଲେ। ସେ ଭାବିଥିଲେ ହୁଏତ ସଲମାନ୍‌ ଖାଁଙ୍କ ସହିତ ତାଙ୍କ କିଛି ସିନ୍‌ ଥିବ ବୋଲି ମାତ୍ର ଅରବାଜ୍‌ ଖାଁଙ୍କ ସହିତ ତାଙ୍କର ଥିଲା ସିନ୍‌। ମନ ତାଙ୍କର ଦୁଃଖରେ ଭରିଯାଇଥିଲା। ସେ ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ ବୋଲି ଇଣ୍ଡଷ୍ଟ୍ରୀରେ କହି ବୁଲୁଛନ୍ତି। ବୋଲ୍ଡ ସିନ୍‌ ଦେଇ ପରଦାରେ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ମାହି ଜଣେ ବିଶ୍ୱାସୀ ପ୍ରେମିକଙ୍କୁ ଖୋଜୁଥିବା ବଲିଉଡ୍‌ରେ ଚର୍ଚ୍ଚା ହେଉଛି।

ସଲମାନଙ୍କ କେଇଁ ଅଙ୍ଗ ତାଙ୍କ ବାହାଘରରେ ସାଜୁଛି ବାଧକ, କାହିଁକି ହେଉଛି ଗୋଟିଏ ପରେ ଗୋଟିଏ ବ୍ରେକଅପ