ବିବାହ ପାଇଁ ପରିବାର ରାଜି ନହେବାରୁ, ଆତ୍ମହତ୍ୟା ପାଇଁ ଗାଡି ଆଗକୁ ଡେଇଁଲେ ପ୍ରେମୀଯୁଗଳ କିଏ କାହାକୁ ବଞ୍ଚେଇଲେ ଜାଣନ୍ତୁ

ଆଗ୍ରା : ଦୁହେଁ ଦୁହିଁଙ୍କୁ ଜୀବନଠୁ ଅଧିକ ଭଲ ପାଉଥିଲେ । ଜୀବନ ସାଥୀ ହୋଇ ସାରା ଜୀବନ ବିତାଇବେ ବୋଲି ନିଶ୍ପତ୍ତି ବି ନେଇଥିଲେ । ହେଲେ ପରିବାରର ସମ୍ମନତି ମିଳୁ ନଥିଲା । ସେଷରେ ଦୁଇଁ ଏକାଠି ବଞ୍ଚି ସିନା ପାରିବେନି ହେଲେ ତ ଏକାଠି ମରିତ ପାରିବେ ବୋଲି ନିଷ୍ପତି ନେଲେ ଆଉ ଆତ୍ମହତ୍ୟା ବାଟ ବାଛିନେଲେ । ହେଲେ ଜଣେ ନିଜ ପ୍ରେମିକାକୁ ବଞ୍ଚାଇବାକୁ ଉଦ୍ୟମ କରି ନିଜେ ଆର ପାରିକୁ ଚାଲିଗଲେ ପ୍ରେମିକ ।

ବିବାହ କରିବାକୁ ମନା କରିବା ପରେ ଅଲଗା ହେବା ଡ଼ରରେ ଦୁହେଁ ଆତ୍ମହତ୍ୟା କରିବାର ଯୋଜନା କରିଥିଲେ । ଯୋଜନା ମୁତାବକ ହାଇେଓ୍ଵରେ ମଧ୍ୟ ଯାଇ ପହଞ୍ଚିଥିଲେ । କିନ୍ତୁ ଗାଡ଼ି ଆଗକୁ ଡ଼େଇଁବା ପୂର୍ବରୁ ପ୍ରେମିକ ନିଜ ପ୍ରେମିକାକୁ ପଛକୁ ଠେଲି ନିଜେ ମୃତ୍ୟୁବରଣ କରିଥିଲେ । ପ୍ରେମିକ ନିଜ ପ୍ରେମିକାକୁ ବଞ୍ଚାଇବା ପାଇଁ କରିଥିବା ଏହି କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାବିବାକୁ ବାଧ୍ୟ କରିଛି । ଘଟଣାଟି ଆଗ୍ରାର ଏତମାଦ୍‌ପୁରରେ ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଫିରୋଜାବାଦ୍‌ର ଜେଓ୍ଵର କଲୋନିରେ ରହୁଥିବା ୨୪ବର୍ଷୀୟ ସୋହେବ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପରେ ପୁଲିସ ଘଟଣାର ତଦନ୍ତ କରିବା ସମୟରେ ପ୍ରେମିକା ନିଜର ଦୁଃଖଭରା କାହାଣୀ ଜଣାଇଥିଲେ । “ପରିବାର ଲୋକେ ଆମ ଦୁହିଁଙ୍କୁ ଅଲଗା କରିବାକୁ ଚାହୁଁଥିବା ବେଳେ ମୁଁ ଏବଂ ସୋହେବ୍‌ ସାଥୀରେ ମରିବା ପାଇଁ ନିଷ୍ପତ୍ତିସୂଚନା ମୁତାବକ, ଫିରୋଜାବାଦ୍‌ର ଜେଓ୍ଵର କଲୋନିରେ ରହୁଥିବା ୨୪ବର୍ଷୀୟ ସୋହେବ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପରେ ପୁଲିସ ଘଟଣାର ତଦନ୍ତ କରିବା ସମୟରେ ପ୍ରେମିକା ନିଜର ଦୁଃଖଭରା କାହାଣୀ ଜଣାଇଥିଲେ । “ପରିବାର ଲୋକେ ଆମ ଦୁହିଁଙ୍କୁ ଅଲଗା କରିବାକୁ ଚାହୁଁଥିବା ବେଳେ ମୁଁ ଏବଂ ସୋହେବ୍‌ ସାଥୀରେ ମରିବା ପାଇଁ ନିଷ୍ପତ୍ତିି ନେଇଥିଲୁ । ଏଥି ପାଇଁ ଆମେ ନ୍ୟାସ୍‌ନାଲ ହାଇେଓ୍ଵ ୨ରେ ଯାଇ ପହଞ୍ଚିଥିଲୁ । କିନ୍ତୁ ଗାଡ଼ି ଆଗକୁ ଡ଼େଇଁବା ପୂର୍ବରୁ ସୋହେବ୍‌ ମୋତେ ପଛକୁ ଠେଲି ଦେଇଥିଲେ । ଯାହା ଫଳରେ ମୁଁ ବଞ୍ଚିଗଲି ଏବଂ ସେ ମୋତେ ଛାଡ଼ି ଚାଲିଗଲେ” ବୋଲି ପୁଲିସକୁ ପ୍ରେମିକା ଜଣାଇଛନ୍ତି । ଦୁର୍ଘଟଣା ପରେ ସୋହେବ୍‌ଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସୂଚନା ମିଳିଛି ।

ନେଇଥିଲୁ । ଏଥି ପାଇଁ ଆମେ ନ୍ୟାସ୍‌ନାଲ ହାଇେଓ୍ଵ ୨ରେ ଯାଇ ପହଞ୍ଚିଥିଲୁ । କିନ୍ତୁ ଗାଡ଼ି ଆଗକୁ ଡ଼େଇଁବା ପୂର୍ବରୁ ସୋହେବ୍‌ ମୋତେ ପଛକୁ ଠେଲି ଦେଇଥିଲେ । ଯାହା ଫଳରେ ମୁଁ ବଞ୍ଚିଗଲି ଏବଂ ସେ ମୋତେ ଛାଡ଼ି ଚାଲିଗଲେ” ବୋଲି ପୁଲିସକୁ ପ୍ରେମିକା ଜଣାଇଛନ୍ତି । ଦୁର୍ଘଟଣା ପରେ ସୋହେବ୍‌ଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସୂଚନା ମିଳିଛି ।