ଲକଡାଉନ ବେଳେ ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ, ଡ୍ରାଇଭର ଅଟକ

ରାୟଗଡା: ଯାତ୍ରୀ ପରିବହନ କରୁଥିବା ବେଳେ ଆମ୍ବୁଲାନ୍ସ ଅଟକ। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ପୋଲିସ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଆମ୍ବୁଲାନ୍ସଟି ଓଡଗାଁ ଅଂଚଳର ହୋଇଥିବା ଜଣାପଡିଛି ।