କଲେଜରେ ପଡିଲା ଘଡ ଘଡି, ଜଣେ ଛାତ୍ରୀ ମୃତ, ୫ ଗୁରୁତର

ହିନ୍ଦୋଳ : ଢେଙ୍କାନାଳରେ ବଜ୍ରପାତ । ଇ଼ଞ୍ଜିନିୟରିଂ ଛାତ୍ରୀ ମୃତ, ୫ ଛାତ୍ରୀ ଗୁରୁତର । ଏମିତି ଘଟଣା ଘଟିଛି ହିନ୍ଦୋଳ କରନ୍ଦା ପଠାଣୀ ସାମନ୍ତ ଇଞ୍ଜିନିୟରିଂ କଲେଜରେ ବଜ୍ରପାତ ହୋଇଛି । ମଧ୍ୟାନ ବିରତିରେ ଖାଇବାକୁ ଯିବାବେଳେ କଲେଜ ନିକଟରେ ବଜ୍ରପାତ ହୋଇଥିଲା । ଖାଇବାକୁ ଯାଉଥିବା ୬ ଜଣ ଛାତ୍ରୀଙ୍କ ଭିତରୁ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଗୁରୁତର ହୋଇଛନ୍ତି ।ଗୁରୁତର ଛାତ୍ରୀଙ୍କୁ ଖଜୁରିଆକଟା ଡାକ୍ତରଖାନାରେ ଚିକିତ୍ସା ଲାଗି ବର୍ତ୍ତି କରାଯାଇଛି । ମୃତ ଛାତ୍ରୀ ସିଭିଲ ଇଞ୍ଜିୟରିଂର ଦିତ୍ବିୟ ବର୍ଷର ଛାତ୍ରୀ କଳ୍ପନା ନାୟକ ବୋଲି ଜଣା ପଡିଛି ।

ଢେଙ୍କାନାଳରେ ବଜ୍ରପାତ

ଇଞ୍ଜିନିୟରିଂ କଲେଜରେ ବଜ୍ରପାତ

ଇ଼ଞ୍ଜିନିୟରିଂ ଛାତ୍ରୀ ମୃତ, ୫ ଛାତ୍ରୀ ଗୁରୁତର

ମଧ୍ୟାନ ବିରତିରେ ଖାଇବାକୁ ଯିବାବେଳେ କଲେଜ ନିକଟରେ ବଜ୍ରପାତ ହୋଇଥିଲା