ନୂଆଦିଲ୍ଲୀ:ଭାରତୀୟ ବଜାରରେ ଏଲଜିର ପ୍ରଥମ ଡୁଆଲ ଡିସପ୍ଲେ ସ୍ମାଟଫୋନ ଏଲଜି ଜିଏଇଟଏକ୍ସ ଥିନକ୍ୱୁ ( LG G8X ThinQ)ଲଂଚ କରାଯାଇଛି । ଏହି ଫୋନରେ ୨ଟି ସ୍କ୍ରିନ ରହିଛି ।
ଏହି ଫୋନ୍ଟିର ମୂଲ୍ୟ ୪୯ ହଜାର ଟଙ୍କା। ଡୁଆଲ ସ୍କ୍ରିନରେ ଗୋଟିଏ ହେଉଛି ୨.୧ ଇଞ୍ଚ୍ର କଭର ଡିସ୍ପ୍ଲେ। ଏଥିରେ ନୋଟିଫିକେଶନ୍, ଡେଟ ଆଣ୍ଡ ଟାଇମ୍ ଓ ବ୍ୟାଟେରୀ ଲାଇଫ୍ ଦେଖିହେବ। ଏହି ଫୋନ୍ର ଡିସ୍ପ୍ଲେକୁ ୩୬୦ ଡିଗ୍ରୀ ରୋଟେଟ୍ କରିହେବ। ଏହି ଫୋନ୍ରେ ଇନ୍ ଡିସ୍ପ୍ଲେ ଫିଙ୍ଗରପ୍ରିଂଟ ଦିଆଯାଇଛି। ଫୋନ୍ଟି ଏବେ କେବଳ ରିଟେଲ୍ ଷ୍ଟୋର୍ରେ ହିଁ ଉପଲବ୍ଧ।
LG G8X ThinQର ଫିଚର:
- ଡିସ୍ପ୍ଲେ ସାଇଜ୍: 6.4 ଇଞ୍ଚ ଡୁଆଲ୍ ଡିସ୍ପ୍ଲେ
- ଡିସ୍ପ୍ଲେ ଟାଇପ୍: ଫୁଲ୍ ଏଚ୍ଡି ପ୍ଲସ (1080×2400 ପିକ୍ସେଲ୍ନ୍) ଫୁଲ୍ ଭିଜନ୍ ଡିସ୍ପ୍ଲେ ୱିଥ୍ ୱାଟରଡ୍ରପ ନଚ୍
- ଆଣ୍ଡ୍ରଏଡ୍ ଭର୍ସନ: ଆଣ୍ଡ୍ରଏଡ୍ ୯ ପାଇ ବେସ୍ଡ LG UX 9.0
- ପ୍ରୋସେସର୍: ଅକ୍ଟାକୋର କ୍ୱାଲ୍କମ୍ ସ୍ନାପ୍ଡ୍ରାଗନ୍ 855
- ରାମ୍: 6 GB (ଏକ୍ସପାଣ୍ଡେବଲ୍ ଅପ୍ଟୁ 2TB)
- ଷ୍ଟୋରେଜ୍: 128GB
- ରିୟର କ୍ୟାମେରା: 12 MP + 13 MP
- ଫ୍ରଟ କ୍ୟାମେରା: 32 MP
- ବ୍ୟାଟେରୀ: 4000mAh ସହ କ୍ୱାଲକମ୍ କ୍ୱିକ୍ ଚାର୍ଜ ୩.୦ ସପୋର୍ଟ
- କଲର୍ : ଅରୋରା ବ୍ଲାକ୍