ଆସନ୍ତୁ ଜାଣିବା କେଉଁ ଆସନରୁ କାହାର ହେଲା ବାଜିମାତ

ଏଯାବତ୍ ଘୋଷଣା ହୋଇନି ନିର୍ବାଚନର ଫଳାଫଳ,ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ବାଜିମାତ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ବିଧାନସଭା ପଳାଫଳ ।

ବିଧାନସଭା ବିଜୟୀ ପ୍ରାର୍ଥୀ

ବିଜେପୁର-ସନତ କୁମାର ଗଡତିଆ-ବିଜେପି

ବରଗଡ଼-ଅଶ୍ୱିନୀ କୁମାର ଷଡଙ୍ଗୀ-ବିଜେପି

ଅତାବିରା-ନିହାର ରଂଜନ ମହାନନ୍ଦ-ବିଜେପି

ଭଟଲି- ଇରାଶିଶ ଆଚାର୍ଯ୍ୟ-ବିଜେପି

ବ୍ରଜରାଜନଗର-ସୁରେଶ ପୂଜାରୀ-ବିଜେପି

ଝାରସୁଗୁଡା-ଟଙ୍କଧର ତ୍ରପାଠୀ-ବିଜେପି

ତଲସରା-ଭବାନୀ ଶଙ୍କର ଭୋଇ- ବିଜେପି

ରଘୁନାଥପାଲି- ଦୁର୍ଗା ଚରଣ ତନ୍ତୀ-ବିଜେପି

କୁଚିଣ୍ଡା- ରବିନାରାୟଣ ନାୟକ-ବିଜେପି

ସମ୍ବଲପୁର-ଜୟନାରାୟଣ ମିଶ୍ର-ବିଜେପି

ତେଲକୋଇ- ଡ. ଫକୀର ମୋହନ ନାଏକ-ବିଜେପି

କେନ୍ଦୁଝର-ମୋହନ ଚରଣ ମାଝି-ବିଜେପି

ଜଶିପୁର-ଗଣେଶରାମ ସିଂହଖୁଣ୍ଟିଆ-ବିଜେପି

ବାଙ୍ଗିରିପୋଷୀ-ସଂଜଲି ମୁର୍ମୁ-ବିଜେପି

କରଂଜିଆ- ପଦ୍ମତରଣ ହାଇବୁର-ବିଜେପି

ଅନୁଗୁଳ-ପ୍ରତାପ ଚନ୍ଦ୍ର ପ୍ରଧାନ-ବିଜେପି

ଛେଣ୍ଡିପଦା-ଅଗସ୍ତୀ ବେହେରା-ବିଜେପି

ବିରମହାରାଜପୁର-ରଘୁନାଥ ଜଗଦଲା-ବିଜେପି

ଉମରକୋଟ-ନିତ୍ୟାନନ୍ଦ ଗୋଣ୍ଡ- ବିଜେପି

ଧର୍ମଗଡ଼-ସୁଧୀର ରଂଜନ ପାଟ୍ଟଯୋଶୀ-ବିଜେପି

କଣ୍ଟାମାଳ-କହ୍ନାଇ ଚରଣ ଗଣ୍ଡ-ବିଜେପି

ବୌଦ୍ଧ-ସରୋଜ କୁମାର ପ୍ରଧାନ-ବିଜେପି

କଟକ ସଦର-ପ୍ରକାଶ ଚନ୍ଦ୍ର ସେଠୀ-ବିଜେପି

ପିପିଲି-ଆଶ୍ରିତ ପଟ୍ଟନାୟକ-ବିଜେପି

ଖୋର୍ଦ୍ଧା-ପ୍ରଶାନ୍ତ କୁମାର ଜଗଦେବ-ବିଜେପି

ଚିଲିକା- ପୃଥ୍ଵୀରାଜ ହରିଚନ୍ଦନ-ବିଜେପି

ରଣପୁର-ସୁରମା ପାଢ଼ୀ-ବିଜେପି

ଖଣ୍ଡପଡ଼ା-ଦୁଷ୍ମନ୍ତ କୁମାର ସ୍ୱାଇଁ- ବିଜେପି

ଭଂଜନଗର-ପ୍ରଦ୍ୟୁମ୍ନ କୁମାର ନାୟକ-ବିଜେପି

ଖଲିକୋଟ-ପୂର୍ଣ୍ଣ ଚନ୍ଦ୍ର ସେଠୀ-ବିଜେପି

ମାଲକାନଗିରି-ନରସିଂହ ମାଡକାମୀ-ବିଜେପି

ଦେଓଗଡ଼-ରୋମାଞ୍ଚ ରଂଜନ ବିଶ୍ୱାଳ-ବିଜେଡ଼ି

ରାଉରକେଲା-ସାରଦା ପ୍ରସାଦ ନାୟକ-ବିଜେଡି

ରେଙ୍ଗାଲି- ସୁଦର୍ଶନ ହରିପାଲ-ବିଜେଡି

ରେଢ଼ାଖୋଲ-ପ୍ରସନ୍ନ ଆଚାର୍ଯ୍ୟ-ବିଜେଡି

ଆନନ୍ଦପୁର-ଅଭିମନ୍ୟୁ ସେଠୀ-ବିଜେଡି

ବିଂଝାରପୁର-ପ୍ରମିଳା ମଲ୍ଲିକ-ବିଜେଡି

ତାଳଚେର-ବ୍ରଜକିଶୋର ପ୍ରଧାନ-ବିଜେଡି

ଖରିଆର-ଅଧିରାଜ ମୋହନ ପାଣିଗ୍ରାହୀ-ବିଜେଡି

ଡାବୁଗାଁ-ମନୋହର ରନ୍ଧାରୀ-ବିଜେଡି

ବାଲିଗୁଡା-ଚକ୍ରମଣି କହଁର-ବିଜେଡି

ବାଙ୍କି-ଦେବୀରଂଜନ ତ୍ରପାଠୀ-ବିଜେଡି

ପୁରୀ-ସୁନୀଲ କୁମାର ମହାନ୍ତି-ବିଜେଡି

ଜୟଦେବ-ନବକିଶୋର ମଲ୍ଲିକ-ବିଜେଡି

ଦଶପଲ୍ଲା-ରମେଶ ଚନ୍ଦ୍ର ବେହେରା-ବିଜେଡି

ନୂଆପଡା-ରାଜେନ୍ଦ୍ର ଢ଼ୋଲକିଆ-ବିଜେଡି

ଲାଂଜିଗଡ-ପ୍ରଦୀପ କୁମାର ଦିଶାରୀ-ବିଜେଡି

ଡାବୁଗାଁ-ମନୋହର ରନ୍ଧାରୀ-ବିଜେଡି

ଘସିପୁରା-ବଦ୍ରିନାରାୟଣ ପାତ୍ର-ବିଜେଡି

ବରୀ-ବିଶ୍ୱରଂଜନ ମଲ୍ଲିକ-ବିଜେଡି

ନୟାଗଡ଼-ଅରୁଣ କୁମାର ସାହୁ-ବିଜେଡି

ନର୍ଲା-ମନୋରମା ମହାନ୍ତି- ବିଜେଡି

ଭବାନୀପାଟନା-ସାଗର ଚରଣ ଦାସ-କଂଗ୍ରେସ

ଚିତ୍ରକୋଣ୍ଡା-ମଙ୍ଗୁ ଖିଲା-କଂଗ୍ରେସ