ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)କୁ ଚନ୍ଦ୍ରଯାନ-୨ ଅଭିଯାନରେ ସୋମବାର ଆଉ ଏକ ସଫଳତା ମିଳିଛି। ଇସ୍ରୋ ଚନ୍ଦ୍ରଯାନ-୨ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅଲଗା କରିଦେଇଛି। ସୋମବାର ଅପରାହ୍ନ ୧ଟା ୧୫ ମିନିଟରେ ବିକ୍ରମ ଚନ୍ଦ୍ରଯାନ-୨ରୁ ଅଲଗା ହୋଇଛି। ଏହା ପରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଦିଗରେ ଆଗକୁ ବଢ଼ିଚାଲିବ। ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।
Next Post