ଏମିତି ଷ୍ଟୋର ଯେଉଁଠି ୧୦ ଟଙ୍କାରେ ୨୦ ମିନିଟ ପାଇଁ ଭଡାରେ ମିଳନ୍ତି ସୁନ୍ଦରୀ ଯୁବତୀ, ପାଲଟନ୍ତି ସର୍ଟ ଟର୍ମ ସାଥୀ

ନୂଆଦିଲ୍ଲୀ : ଆପଣ ମାନସିକ ଚାପରେ ଅଛନ୍ତି । ଚାପ ମୁକ୍ତ ପାଇଁ ହାଲକା ଫୁଲକା କଥା ହେବାକୁ ଚାହୁଁଛନ୍ତି । ହେଲେ ଆପଣଙ୍କୁ ବାନ୍ଧବୀ ମିଳୁ ନାହାନ୍ତି ତାହେଲେ ଆପଣ ବ୍ୟସ୍ତ ହୁଅନ୍ତୁନି । ମାତ୍ର ୧୦ ଟଙ୍କା ଦଲେ ଆପଣଙ୍କୁ ୨୦ ମିନିଟ ପାଇଁ ସୁନ୍ଦରୀ ଯୁବତୀ ମିଳିଯିବେ । ଆଉ ସେଇ ଯୁବତୀ ମାନଙ୍କୁ ଆପଣ ସର୍ଟ ଟର୍ମ ପାଇଁ ସୁଖ ଦୁଖର ସାଧୀ କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଏକ ଷୋରକୁ ଯିବାକୁ ପଡିବ । କଣ ଆପଣ ଉତ୍ସାହିତ ହୋଇ ପଡିଲେଣି ନା । ଏହି ଷ୍ଟୋରକୁ ଯିବାକୁ ହେଲେ ଆପଣଙ୍କୁ ମାଲେସିଆ ଯିବାକୁ ହେବ । ଯେଉଁଠି ଆପଣ ୧୦ ଟଙ୍କା ଦଲେ ଭଡାରେ ୨୦ ମିନିଟ ପାଇଁ ଆପଣଙ୍କ ମନ ପସନ୍ଦର ସୁନ୍ଦରୀ ଯୁବତୀଙ୍କୁ ପାଇ ପାରିବେ ।

ଆଜିକାର ବ୍ୟସ୍ତବହୁଳ ଜୀବନରେ ପ୍ରାୟତଃ ସଭିଏଁ ମାନସିକ ଚାପରେ ରହୁଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ମାନସିକ ଚାପକୁ କିଛି ମାତ୍ରାରେ ହାଲକା କରିବା ପାଇଁ ମାଲସିଆର ସାରଓ୍ବାକ୍‌ ଅଞ୍ଚଳର ଡୁଆଡୋଙ୍ଗରେ ଆରମ୍ଭ ହୋଇଛି ଏକ ଷ୍ଟୋର। ‘ଦି ଓ୍ବାଇଟେଲିଟି ସିଟି ଇନ୍‌ ହୁୟଆନ୍‌ ସିଟି’ ନାମକ ସହରରେ ଥିବା ଏହି ଷ୍ଟୋରରେ ଏକ ପୋଡିୟମ୍‌ରେ ସୁନ୍ଦରୀ ଯୁବତୀମାନେ ଛିଡା ହୋଇଥାନ୍ତି। ୧୦ ଟଙ୍କା ଦେଲେ ସେମାନେ ୨୦ ମିନିଟ୍‌ ପାଇଁ ଯେକୌଣସି ଲୋକଙ୍କର ଶର୍ଟଟର୍ମ ଦୁଃଖସୁଖର ସାଥୀ ପାଲଟନ୍ତି। ପ୍ରତିଦିନ ଏହି ଷ୍ଟୋରରେ ଦେଶବିଦେଶର ଅନେକ ପୁରୁଷ ଜମା ହୋଇଥାନ୍ତି। ଷ୍ଟୋର ମାଲିକ ବେଶ୍‌ ଭଲ ରୋଜଗାର କରୁଥିବା କୁହାଯାଉଛି। ତେବେ ଯୁବତୀମାନେ କେବଳ ପୁରୁଷଙ୍କ ମନୋରଞ୍ଜନ କରିପାରିବେ। ଯୁବତୀମାନଙ୍କ ସହିତ ଶାରୀରିକ ସମ୍ପର୍କକୁ ଏଠାରେ ମନା କରାଯାଇଛି।

 

ଦେବୀ ହେବା ବାହାନାରେ କୂଆଁରୀ ଝିଅଙ୍କୁ ବିବସ୍ତ୍ର କରି ୧୫ ଦିନ କରାଯାଏ ପୂଜା, ପୂଜକ କରନ୍ତି ଦେଖାଶୁଣା