କୋଟା ରାଣୀ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ୍ ବିବାହ ପର କିଛିଦିନ ପାଇଁ ବଲିଉଡ ଜଗତରୁ ଟିକେ ଦୂରେଇ ଯାଇଥିଲେ । ତେବେ ପୁଣିଥରେ ସେ ବଡ଼ ପରଦାକୁ ଫେରିଛନ୍ତି । ଏବେ ତାଙ୍କ ହାତରେ ରହିଛି ବହୁ ଫିଲ୍ମ ପ୍ରୋଜେକ୍ଟ । ବିବାହ...

ମୁମ୍ବାଇ: ଦୀପିକା ପାଦୁକୋନ୍ ବିବାହ ପର କିଛିଦିନ ପାଇଁ ବଲିଉଡ ଜଗତରୁ ଟିକେ ଦୂରେଇ ଯାଇଥିଲେ । ତେବେ ପୁଣିଥରେ ସେ ବଡ଼ ପରଦାକୁ ଫେରିଛନ୍ତି । ଏବେ ତାଙ୍କ ହାତରେ ରହିଛି ବହୁ ଫିଲ୍ମ ପ୍ରୋଜେକ୍ଟ । ବିବାହ ପରେ ପରେ ସେ “ଛପାକ” ଏବଂ “୮୩”ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହାପରେ କିଛିଦିନ ପୂର୍ବରୁ ଦୀପିକା ଏକ ଇଂଟରଭ୍ୟୁରେ କହିଥିଲେ ଯେ, ଫିଲ୍ମ “ମହାଭାରତ”ରେ ସେ ଦ୍ୱୈପଦୀ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ଶକୁନ୍ ବତ୍ରାଙ୍କ ଆଗାମୀ ପ୍ରୋଜେକ୍ଟରେ ମଧ୍ୟ ଦୀପିକା କାମ କରିବେ ବୋଲି ଜଣାପଡିଛି । ଯେଉଁଥିରେ ତାଙ୍କ ଅପୋଜିଟରେ ରଣବୀର କପୁର ଦେଖାଦେବେ ବୋଲି ଶୁଣିବାକୁ ମିଳିଛି । ଏହା ବ୍ୟତୀତ ତାଙ୍କର ସବୁଠାରୁ ଭଲ ସାଙ୍ଗ ମଧୁ ମେଂଟେନାଙ୍କ ଆଗାମୀ ପ୍ରୋଜେକ୍ଟରେ କାମ କରିବେ ବୋଲି ଜଣାପଡିଛି ।

ମଧୁ କିଛିଦିନ ପୂର୍ବରୁ “କୋଟା ରାଣୀ” ଫିଲ୍ମ କରିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି । ଯାହା କାଶ୍ମୀରର ଶେଷ ହିନ୍ଦୁ ରାଣୀଙ୍କ ଜୀବନ କାହାଣୀ ଉପରେ । ତେବେ ଏହି ଫିଲ୍ମରେ କୋଟା ରାଣୀ ଭୂମିକାରେ ଦୀପିକା ଦେଖାଦେବେ ବୋଲି ଶୁଣିବାକୁ ମିଳିଛି ।

Spread the love
Categories
ମନୋରଞ୍ଜନ

RELATED BY

  • ଜସ୍ମିନଙ୍କ ନାଗିନ୍ ଲୁକ୍

    ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏକତା କପୁରଙ୍କ ସୁପରହିଟ୍ ସିରିଏଲ “ନାଗିନ୍-୪”ର ଆଉ ଏକ ପ୍ରମୋ ସାମ୍ନାକୁ ଆସିଛି । ପ୍ରଥମେ ଏହାର ଏକ ପ୍ରମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ନାଗିନ୍ ଲୁକରେ କେଉଁ ଟିଭି...
  • ୩ ଅଣ୍ଡା ପାଇଁ ବିଶାଲ ଶେଖର ଦେଲେ ୧୬୭୨ ଟଙ୍କା

    ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ତାଙ୍କୁ ୩ ଟି ଅଣ୍ଡା ପାଇଁ ୧୬୭୨ ଟଙ୍କା ଦେବାକୁ ପଡିଲା ବୋଲି ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି...
  • କେବିସିରେ ନଜର ଆସିବେ ଓଡ଼ିଶାର ସାଂସଦ ଅଚ୍ୟୁତ ସାମନ୍ତ

    ଭୁବନେଶ୍ବର: କନ୍ଧମାଳ ସାଂସଦ ତଥା ଓଡ଼ିଶାର ପରିଚିତ ସମା‌ଜସେବୀ ତଥା ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି(କେବିିସି)’ରେ ଦେଖିବାକୁ ମିଳିବେ। ପୂର୍ବରୁ ଓଡ଼ିଶାରୁ ‌ଦୌଡ଼ରାଣୀ ଦୂତୀ ଚାନ୍ଦ...
  • ଆଇସିୟୁ ଭେଣ୍ଟିଲେଟରରେ ଲତା ମଙ୍ଗେସକର

    ମୁମ୍ବାଇ:ସ୍ୱର ସାମ୍ରାଙ୍ଗୀ ଭାବେ ପ୍ରସିଦ୍ଧ ଭାରତୀୟ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ତାଙ୍କୁ ବର୍ତମାନ...