ପତି- ପତ୍ନୀ ମାସକୁ କେତେ ଥରରୁ ଅଧିକ ଶାରୀରିକ ସଂପର୍କ ରଖିଲେ ହେବକ୍ଷତି, ଜାଣନ୍ତୁ କଣ କରିବେ କଣ ନକରିବେ

ନୂଆଦିଲ୍ଲୀ : ବିବାହ ପରେ ପତି ପତ୍ନୀ ଶାରୀର ସଂପର୍କ ସଂପର୍କ ରଖିବା ସଂସାର ଚଳନୀର ନିୟମ । ହେଲେ ଜାଣବା ଦରକାର ଯେ ଅଧିକ ଥର ଶାରୀରିକ ସଂପର୍କ ରଖିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ଏକଥା ଗବେଷଣାରୁ ଜଣା ପଡିଛି । ଆଉ ଏକଥା ନ ଜାଣଇ ଅଧିକ ଥର ଶାରୀରିକ ସଂପର୍କ ରଖି ଅନେକ ପତି- ପତ୍ନୀ ଅସୁବିଧାରେ ପଡିଛନ୍ତି । ୨୧ ଯାଡା ପତି ପତ୍ନୀଙ୍କ ଉପରେ ଅନୁଧ୍ୟାନ କରି ଏକ ଅର୍ନଜାତୀୟ ସଂଶ୍ଥା ଏହି ରିପୋର୍ଟ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିବା ଜଣାଯାଇଛି ।

ଜଣେ ବିବାହିତ ପୁରୁଷ କି ମହିଳା ଏହା ଜାଣିରଖିବା ଉଚିତ । କାହିଁକିନା ଅନେକ ସମୟରେ ନିଜ ଅଜ୍ଞତା କାରଣରୁ ମାସକ ମଧ୍ୟରେ ଅନେକଥର ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ । ହେଲେ ଏହା ଆଦୌ ଠିକ ନୁହେଁ ଶରୀର ପାଇଁ । ଏହା ଦ୍ଵାରା ଅନେକ ଅସୁବିଧାରେ ସାମନା କରିବାକୁ ପଡ଼ିଥାଏ । ଅଧିକଥର ଶାରୀରିକ ସଂପର୍କ ଦ୍ଵାରା ଦୁର୍ବଳତା ଅନୁଭବ କରିବା ସହ ଶିଥିଳତା ମଧ୍ୟ ପରିଲକ୍ଷିତ ହୋଇଥାଏ ।

କିନ୍ତୁ ମନେରଖନ୍ତୁ ଶାରୀରିକ ସଂପର୍କ କିଛି ଖରାପ ନୁହେଁ । ଏହାକୁ ନିୟମରେ ରଖିପାରିଲେ ଉଭୟ ମନ ଓ ଶରୀରପାଇଁ ଭଲ । ଶାରୀରିକ ସଂପର୍କ ରଖିବା ଦ୍ଵାରା ମନ ପ୍ରଫୁଲ୍ଲିତ ରହିବା ସହ ଶାରୀରିକ ସୁସ୍ଥତା ଅନୁଭବ କରିହୁଏ । ଶାରୀରିକ ସଂପର୍କ ରଖିବା ଦ୍ଵାରା ମଧ୍ୟ ନିଦ୍ରା ଠିକ ଭାବେ ହୋଇଥାଏ ।
କିନ୍ତୁ ଶାରୀରିକ ସଂପର୍କ କେତେଥର ରଖିବେ ଜାଣିଛନ୍ତି କି ? ପୁରୁଷ ହେଉକି ମହିଳା ୨୧ ଥରରୁ ଅଧିକ ରଖିବା ଉଚିତ ନୁହେଁ । ଶାରୀରିକ ସଂପର୍କ ମାସକୁ ୨୧ଥର ରଖିଲେ ଜଣେ ସୁସ୍ଥ ଭାବରେ ନିଜକୁ ସନ୍ତୁଳିତଭାବରେ ବଂଚିପାରିବ ।

ନବ ବିବାହିତଙ୍କ ଜୀବନ ରୋମାନ୍ସ ମୟ ହେବାକୁ ଚାହାନ୍ତି, ଜାଣନ୍ତୁ ବେଡ ରୁମରେ କଣ ରଖିବେ ଆଉ କଣ ରଖିବେନି