କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଭେଟି

ଭୁବନେଶ୍ୱର: କେନ୍ଦୁପତ୍ର କର୍ମଚାରୀଙ୍କୁ ରାଜ୍ୟ ସରକାର ଗୁରୁବାର ଏକ ଭେଟି ଦେଇଛନ୍ତି । ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ପଦକ୍ଷେପ ନେବା ପରେ ୧୯ଟି କେନ୍ଦୁପତ୍ର ଡିଭିଜନର ୧୮,୦୨୮ କର୍ମଚାରୀ ଉପକୃତ ହେବେ। ମୁନ୍‌ସୀ, ଚପରାଶୀ, ବନ୍ଧାଳୀ ଓ ଚେକର ଆଦି କେନ୍ଦୁପତ୍ର କର୍ମଚାରୀମାନେ ଉପକୃତ ହେବେ।