ବନ୍ଦ କୋଠରୀରେ ଦୁଇ ଘଣ୍ଟା ପରେ ,ଦୁଇ ମନିଟରେ କିସ ଓକେ

ମୁମ୍ବାଇ  : କିସ ବା ଚୁମ୍ବନ ଦେବା ଆଗରୁ ଦୁଇ ଘଣ୍ଟା  ପ୍ରାକ୍ଟିସ । ତାହା ପୁଣି ବନ୍ଦ କୋଠରୀରେ । ବନ୍ଧ କୋଠରୀରେ ଉଭୟ ଦୁଇ ଘଣ୍ଟା ରହିଲେ । ପରସ୍ପର ସହ ସହ କଥା ହେଲେ ଆଉ କିସର ଅଭ୍ୟାସ କଲେ । ବାସ ତା ପରେ ୨ ମିନିଟରେ ହୋଇଗଲା କିସ ଓକେ । କଣ ଆପଣ କିଛି ବୁଝି ପାରୁ ନାହାନ୍ତି ଆମେ ରିଅଲ ଲାଇଫ ନୁହେ କହୁଛୁ ରିଲ୍ ଲାଇଫର କଥା । ତାହା ପୁଣି ଜଣେ ବଲିଉଡର ଜଣାସୁଣଆ ଅଭିନେତ୍ରୀ ଆଉ ଜମେ ବ୍ୟାଡ ମାନ୍ୟଙ୍କ କଥା କହୁଛୁ ଆମେ । ବଲିଉଡ ଗ୍ଲାମର କୁଇନ କ୍ୟାଟ୍ରିନା କୈଫଙ୍କ କ୍ୟାରିୟରେ ଘଟିଥିଲା ଏମିତି । ୨୦୦୩ରେ ‘ବୁମ୍‌’ଜରିଆରେ ବଲିଉଡରେ ପାଦ ଥାପିଥିଲେ । ଏହି ସିନେମାରେ ସେ ବଲିଉଡର ବ୍ୟାଡ୍‌ମ୍ୟାନ୍‌ ଗୁଲଶନ୍‌ ଗ୍ରୋଭରଙ୍କ ସହ ଚୁମ୍ବନ ଦେବାକୁ ପଡ଼ିଥିଲା କାଟ୍ରିନା କୈଫ୍‌ଙ୍କୁ। କାଟ୍ରିନା ଏହା ସହଜ ହେବ ଭାବି ଆଗରୁ ରାଜି ହୋଇଥିଲେ। ଏଣୁ ସିନ୍‌ ସୁଟିଂ କରିବାବେଳେ କାଳେ ଅସୁବିଧା ହେବ ବୋଲି କାଟ୍ରିନା ଏହି ସିନର ଦୃଶ୍ୟକୁ ପ୍ରଥମରୁ ଅଭ୍ୟାସ କରିଥିଲେ। ଦୁଇ କଳାକାର ପାଖା ପାଖି ୨ ଘଣ୍ଟା ଏକ ବନ୍ଧ କୋଠରୀରେ ରହି ସିନ ଅଭ୍ୟାସ କରିଥିଲେ। ଗୁଲଶନ୍‌ ଗ୍ରୋଭରଙ୍କ ସହିତ ତାଙ୍କୁ ରହିବାକୁ ପଡ଼ିଥିଲା ପ୍ରାୟ ଦୁଇଘଣ୍ଟା । ଉଭୟ  କଳାକାର କିସ୍‌ ସିନ୍‌ର ରିହର୍ସାଲ୍‌ କରିଥିଲେ। ଆଉ ଦୁହେଁ ଯେତେବେଳେ କାୟାମେରା ଫେସ କରିଥିଲେ ସତେବେଲ କିସ ସିନ ଦେବାରେ କିଛି ଅସୁବିଧା ହୋଇ ନଥିଲା ।  ସେମାନେ ମାତ୍ର ଦୁଇଟି ଟେକ୍‌ରେ କିସ ସିନକୁ ଓକେ କରିଥିଲେ।