ବିଜେପିକୁ ଫେରିବାକୁ ଦିଲ୍ଳୀପଙ୍କୁ ଜୁଏଲଙ୍କ ଆହ୍ବାନ୍

ରାଉରକେଲା : ଦିଲ୍ଲୀପ ରାୟଙ୍କ ସମସ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି । ଖୁବ୍ ଶୀଘ୍ର ଦ୍ବିତୀୟ ବ୍ରାହ୍ମଣୀସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଦିଲ୍ଲୀପ ବାବୁଙ୍କୁ ଅନୁରୋଧ କରୁଛି ଯେ, ସେ ପୁଣି ବିଜେପିକୁ ଫେରିଆସି କାମ କରନ୍ତୁ ବୋଲି ରାଉରକେଲାରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।