ବାଙ୍ଗିରିପୋଷି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବଦଳାଇଲା ଜେଏମ୍‌ଏମ୍‌

ମୟୂରଭଞ୍ଜ: ଜେଏମ୍‌ଏମ୍‌ ବାଙ୍ଗିରିପୋଷି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ବଦଳାଇଲାଛି। ବାଙ୍ଗିରିପୋଷିରେ ସୁନ୍ଦର ମୋହନ ସିଂଙ୍କ ସ୍ଥାନରେ ଫାଗୁ ହାଁସବା ପ୍ରାର୍ଥୀ ହୋଇଥିବା ବେଳେ ରାଇରଙ୍ଗପୁରରେ ସୁନାରାମ ଟୁଡୁଙ୍କ ସ୍ଥାନରେ ରାମଚନ୍ଦ୍ର ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି।