ରାୟଗଡା ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ବିଜୟୀ

ରାୟଗଡା: ଜିଲ୍ଲା ପରିଷଦ ଉପନିର୍ବାଚନରେ ୧୩ ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ଗଙ୍ଗାଧର ପୁଆଲା ବିଜୟୀ। କଂଗ୍ରେସ ପ୍ରାର୍ଥୀ ୫ ଖଣ୍ଡ ଭୋଟ ପାଇଥିବା ବେଳେ ଓ ଗୋଟିଏ ଭୋଟ ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଅମୃତ ଋତୁରାଜ ସୂଚନା ଦେଇଛନ୍ତି । ରାଜ୍ୟ ବିଜେପିର ହୁଇପ ସତ୍ୱେ ଦୁଇ ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ସାଙ୍ଗକୁ ଚାରିଜଣ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟ କଲେ କ୍ରସ ଭୋଟିଂ ।