ଲଗାଣ ବର୍ଷାରେ ଭାଙ୍ଗିଲା ଘରର କାନ୍ଥ

ଝାରସୁଗୁଡା: ଲଘୁଚାପ ପ୍ରଭାବ ରୁ ଦୁଇ ତିନି ଦିନ ହେଲା ଝାରସୁଗୁଡା ଜିଲ୍ଲା ରେ ଅବିରତ ବର୍ଷା । ଏହି ବର୍ଷା ଆଜି ଅଧିକ ସକ୍ରିୟ ହୋଇଛି।କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମ ରେ ଲଗାଣ ବର୍ଷା ଯୋଗୁ ସଞ୍ଜିପ ସରାଫ ଙ୍କ ଘର କାନ୍ଥ ଭାଙ୍ଗିଯିଇଥିବା ଅଭିଯୋଗ ହୋଇଛି।ପ୍ରଶାସନ ଏ ଦିଗ ରେ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ପରିବାର କୁ  ସହାୟକ ଯୋଗାଇବାକୁ ଦାବି ହେଉଛି।