ପ୍ୟାଣ୍ଟ ନପିନ୍ଧ କେବଳ ଟପ୍ସ ପିନ୍ଧି ବାହାରକୁ ଆସିଥିଲେ ଜାହ୍ନବୀ, ଦେଖନ୍ତୁ ଆଧା ଦେହ ଫଟୋ ପଢନ୍ତୁ କଣ କହିଲେ ଦର୍ଶକ

ମୁମ୍ବାଇ : ନିଜ ପୋଷାକକୁ ନେଇ ଚର୍ଚ୍ଚାକୁ ପୁଣି ଥରେ ଆସିଛନ୍ତି ଜାହ୍ନବୀ କପୁର । ଏମିତି ପୋଷାକ ପିନ୍ଧି ବାହାରକୁ ଆସିଥିଲେ ଯେ ଶରୀରର ଅଧାରୁ ଅଧିକ ଜଳ ଜଳ ଦିଶୁଥିଲା । ପ୍ୟାଣ୍ଟ ଦେହରେ ନଥିଲା । ଥିଲା କେବଳ ଟପ୍ସ । ପିଙ୍କ ରଙ୍ଗର ଡ୍ରେସ ପିନ୍ଧିଥିଲେ ଜାହ୍ନବୀ । ଭାରୀ ସୁନ୍ଦର ଦେଖା ଯାଉଥିଲେ । ହେଲେ ପିଙ୍କ ଡ୍ରେସ ଅଣ୍ଟାଯାଏ ରହିଥିଲା । ତଳେ ପ୍ୟାଣ୍ଟ ପିନ୍ଧି ନଥିଲେ । ଟପ୍ସ ଦେହରେ ଏତେ ଟାଇଟରେ ରହିଥିଲା ଯେ, ଦେହରେ ବଡି ସେପ ବି ପୁରା ଜଣା ପଡୁଥିଲା । ଜାହ୍ନବୀଙ୍କୁ ଏମିତି ପ୍ୟାଣ୍ଟଲେସ ଦେଖି ଦର୍ଶକ ଫଟୋ ଉଠାଇଥିଲେ ।

ଆଉ ଏହି ଫୋଟ ସୋସିଆଲ ମିଡିଆରେ ଆସିବା ପରେ ଦର୍ଶକ ଖୁବ ଟ୍ରୋଲ କରିଛନ୍ତି । ନିଜ ମନ ଇଛା ଲେଖିଛନ୍ତି । ମ୍ୟାଡମ ଘରେ ପ୍ୟାଣ୍ଟ ଭୁଲି ଯାଇଛନ୍ତି ବୋଲି କେହି କେହି ଲେଖିଥିବାବେଳେ କେହି କେହି ଲେଖିଛନ୍ତି ମ୍ୟାଡମ ଅନଲାଇନ ସପିଂରେ ଡ୍ରେସ ମଗାଇଛନ୍ତି, ପ୍ୟାଣ୍ଟ ହୋଇ ପାରିନି । ଆଉ କେହି ଲେଖିଛନ୍ତି ମ୍ୟାଡମଙ୍କର ଡ୍ରେସିଙ୍ଗ ସେନ୍ସ ନାହିଁ ବୋଲି । ହେଲେ ଜାହ୍ନବୀ ଏହା ଉପରେ କିଛି ପତିକ୍ରିୟା ରଖି ନାହାନ୍ତି ।

ଫିଲ୍ମ ଧଡ଼କ୍‌ର ରିଲିଜ୍‌ ପରେ ଜାହ୍ନବୀ କପୁରଙ୍କ ଡ଼ିମାଣ୍ଡ ଧିରେ ଧିରେ ବଢ଼ିବାରେ ଲାଗିଛି । ଧଡ଼କ୍‌ ପରେ ଜାହ୍ନବୀ ଫିଲ୍ମ ତଖ୍‌ତରେ ନଜର ଆସିବେ ବୋଲି ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଘୋଷଣା କରିଥିବା ବେଳେ ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କରୀନା କପୁର, ଅଭିନେତା ରଣବୀର କପୁର ଏବଂ ଅଭିନେତା ବିକି କୌଶଲ ନଜର ଆସିବେ ବୋଲି ଜଣା ପଡ଼ିଛି ।

କିନ୍ତୁ ଏବେ ସେ ସଂପୂର୍ଣ୍ଣ ଫାଙ୍କା ଥିବା ବେଳେ ନିଜର ବଡ଼ ବଡ଼ ଇଭେଣ୍ଟରେ ତାଙ୍କୁ ଦେଖିବାକୁ ମିଳୁଛି । ତେବେ ଫିଲ୍ମ ରିଲିଜ୍‌ ପରେ ତାଙ୍କୁ ନେଇ

ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସେ ନିଜ ପୋଷାକକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ, ଜାହ୍ନବୀ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଉଥିବା ବେଳେ ଏକ ଫିଙ୍କ୍‌ ସାର୍ଟ ଏବଂ ତଳେ ଏକ ଛୋଟ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ।