ଯାତ୍ରାରେ ରେକଡ ଡ୍ୟାନ୍ସ ନାଁରେ ଲଙ୍ଗଳା ନୃତ୍ୟ , ପୋଶାକ ଖୋଲିଦେଲେ ମଡେଲ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର : ଓଡିଶା ଯାତ୍ରା ଦୁନିଆରେ  ମନୋରଞ୍ଜନ ନାଁରେ ଅଶୀଳତା । ରେକଡ ଡ୍ୟାନ୍ସ ନାଁରେ ଚାଲିଛି ନଗ୍ନତା । ଦର୍ଶକଙ୍କୁ ଆକୃଷ୍ଠ କରିବାକୁ ଯେମିତି ଯାତ୍ରା ପାର୍ଠି ଭିତରେ ଚାଲିଛି ଡ୍ୟାନ୍ସର ମାନଙ୍କର ଦେହ ଦେଖା ପ୍ରତିଯୋଗିତା । ଯାତ୍ରା ଆରମ୍ଭରୁ ମେଲୋଡିରେ ନାଁରେ ଚାଲିଛି ନଗ୍ନ ନୃତ୍ୟ । ଦର୍ଶକଙ୍କୁ  ଆକୃଷ୍ଠ କରିବାକୁ ମଡେଲମା୍ନେ ନୃତ୍ୟ ନାଁରେ  ଅଙ୍ଗ ପ୍ରଦର୍ଶନ କରୁଛନ୍ତି । ଦର୍ଶକଙ୍କୁ ଆକୃଷ୍ଠ କରିବା ଲାଗି ଅଶ୍ଲୀଳତାକୁ ପ୍ରଶ୍ରୟ ଦେଉଛନ୍ତି । ଏମିତିକି ଅଶ୍ଲୀଳତାର ସବୁ ସୀମା ଟପୁଛି  । ଖଣ୍ଡଗିରୀରେ ଚାଲିଥିବା ଅପେରା ଓ୍ବାରରେ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ପୁରା ପରିବାର ସହ ଯାତ୍ରାର ରେକଡ ଡ୍ୟାନ୍ସ ଦେଖି ହେବନି ।  ଏମିତିକି ଡ୍ୟାନ୍ସର ମାନେ ନିଜ ନୃତ୍ୟ ସାରିବାବେଳକୁ ଶରୀର ୭୦ ଭାଗ  କପଡା  ଖୋଲି ଦେଉଛନ୍ତି ଦେଖିବାକୁ ମିଳୁଛି ।

ନଗ୍ନତାର ସବୁ ସୀମା ଟପି ଯାଉଛନ୍ତି ଏମାନେ । କେବଳ ଏତିକି  ନୁହେଁ ଏବେ କିଛି ଯାତ୍ରା ପାର୍ଟି ବିଦେଶୀ ନୃତ୍ୟାଙ୍ଗନା ମାନଙ୍କୁ ବି ଅସ୍ତ୍ର କରିଛନ୍ତି । ଏମାନେ ବି କିଛି କମ ନଗ୍ନତା ପ୍ରଦର୍ଶନ କରୁ ନାହାନ୍ତି । ଏମିତି ଅଙ୍ଗ ପ୍ରଦର୍ଶନ କରୁଛନ୍ତି ଯାହା ଦେଖିହେବନି । ପରଦାରେ ଅଙ୍ଗ ପ୍ରଦର୍ଶନ କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ହେଲେ ଏହା ପରଦାଠୁ ଷ୍ଟେଜରେ ନଗ୍ନ ଦୃଶ୍ୟ ଦୁଇଗୁଣା ହୋଇଛି । ଏମିତି କିଛି କରି ଦର୍ଶକଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ଏହା ସଂସ୍କୃତୀ ନା ଅପ ସଂସ୍କୃତି ବୋଲି ଆମେ କହିବା । ଏହା କଣ ସସ୍ତା ଲୋକପ୍ରିୟତାନୁହେଁ କି ?

ଦେଖନ୍ତୁ ଏହି ଭିଡିଓକୁ । ଏଥିରେ କେମିତି  ଡ୍ୟାନ୍ସ କରୁଛନ୍ତି ମଡେଲ । ନୃତ୍ୟ ନୁହେଁତ  କେବଳ ଅଙ୍ଗ ପ୍ରଦର୍ଶ ଚାଲିଛି । ଗୋଟିକ ପରେ ଗୋଠିଏ ଅଙ୍ଗ ଭଙ୍ଗି ଯେମିତି କେବଳ  ଅଶ୍ଳୀଳତାର ସବୁ ସୀମା ଟପିଯାଉଛି । ଦେଖନ୍ତୁ ଡ୍ୟାନ୍ସ ସରିବାବେଳକୁ କେମତି କପଡା ଖୋଲୁଛନ୍ତି ଏହି ମଡେଲ । ଏହା କଣ ଆପଣମାନେ ପରିବାର ସହ ବସି ଦେଖିପାରିବେ କି । ଯଦି ନାଁ ତେବେ ପ୍ରତିବାଦ କାହିଁକି ହେଉନି । ଡଳଚିତ୍ରରେ ସେନସର ବ୍ୟବସ୍ଥା ପରି କାହିଁକି ଯାତ୍ରାରେ ବ୍ୟବସ୍ଥା ହେଉନି । ଯାତ୍ରାରେ ଅଶ୍ଲିଳତା ରୋକ ଲାଗି କାହିଁକି ଲକ୍ଷ୍ମଣ ରେଖା ଟଣାଯାଉନି ।  

 ଏହି ଭିଡିଓକି ଦେଖନ୍ତି । ଏଥିରେ ବିଦେଶୀନି ମାନେ ନୃତ୍ୟ କରୁଛନ୍ତି । ଏହା ବି କିଛି କମ ଅଶ୍ଳୀଳତା ନୁହେଁ । ଏମାନେ ଟଙ୍କା ରୋଜଗାର ଲାଗି ନୃତ୍ୟ କରୁଛନ୍ତି ସତ । ହେଲେ ଏମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି ଯାତ୍ରା ପାର୍ଟି ମାଲିକା ମାନେ । ଏମାନେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ନା ଅଶ୍ଲୀଳତାର ପ୍ରମୋଟ କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମତ ରଖନ୍ତୁ ଯଦି ଏହାକୁ ବିରୋଧ କରୁଛନ୍ତି ତେବେ ନିଶ୍ଚୟ ମତ ଦିଅନ୍ତୁ ।