ଅମିରଙ୍କ ଝିଅ ଇରା ଖାନ୍ ଙ୍କ ହଟ୍ ଫଟୋ ସୁଟ୍

ମୁମ୍ବାଇ: ଅମିର ଖାନ୍ ଙ୍କ ଝିଅ ଇରା ଖାନ୍ ଏବେ ନିଜର ହଟ୍ ଫଟୋ ସୁଟ୍ କୁ ନେଇ ଚର୍ଚ୍ଚାରେ ରହୁଛନ୍ତି । କିଛିଦିନ ପୂର୍ବେ ସେ କିଛି ଏଭଳି ଫଟୋ ସୁଟ୍ କରିଥିଲେ, ଯାହାକୁ ନେଇ ଥିଲେ ଚର୍ଚ୍ଚାରେ । ତେବେ ସେହି ଚର୍ଚ୍ଚା ଶେଷ ନ ହେଉଣୁ କିଛି ସମୟ ପୂର୍ବରୁ ଆଉ କିଛି ହଟ୍ ଲୁକରେ ଫଟୋ ସୁଟ୍ କରିଛନ୍ତି । ଯେଉଁ ଫଟୋ ଦେଖିବା ପରେ ନିଜ ଫ୍ୟାନ ମାନେ ବେଶ୍ ପସନ୍ଦ କରିଛନ୍ତି ।

ଇରା ଏକ ବ୍ଲାକ କଲର ନେଟ୍ ଡ୍ରେସରେ ଫଟୋ ଉଠାଇଛନ୍ତି । ଯାହାକୁ ସେ ନିଜ ସୋସିଆଲ ସାଇଟରେ ପୋଷ୍ଟ କରିଛନ୍ତି । ବ୍ଲାକ କଲର ବ୍ୟତୀତ ଆଉ ଏକ ରେଡ କଲର ଡ୍ରେସରେ ମଧ୍ୟ ଫଟୋ ସୁଟ୍ କରି ସେ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହାପରେ ତାଙ୍କର ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।