ଓଡ଼ିଶାରେ ପ୍ରତିଷ୍ଠା ହେବ ୫୦୦ ସିବିଜ ପ୍ଲାଣ୍ଟ: ଆଇଓସିଏଲ ସିଜିଏମ ପ୍ରୀତିଶ ଭରତ

ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ୫୦୦ କମ୍ପ୍ରେସଡ୍ ବାୟୋଗ୍ୟାସ୍ (ସିବିଜି) ପଣ୍ଟ ଏଥିପାଇଁ ପ୍ରାୟ ୧୦ହଜାର କୋଟି ଟଙ୍କା ବିନିଯୋଗ ହେବ ବୋଲି ଇଣ୍ଡିଆନ ଅଏଲ୍ର ସିଜିଏମ୍ ପ୍ରୀତିଶ ଭରତ କହିଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭରତ କହିଛନ୍ତି, ବାୟୋଗ୍ୟାସ୍ ପ୍ଲାଣ୍ଟ ଗୋବର, ମ୍ୟୁନିସପାଲ୍ ବର୍ଜ୍ୟ ଓ କୃଷି ବର୍ଜ୍ୟରୁ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୦୦ଟି ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରାୟ ୨୦ କୋଟି ଟଙ୍କା … Continue reading ଓଡ଼ିଶାରେ ପ୍ରତିଷ୍ଠା ହେବ ୫୦୦ ସିବିଜ ପ୍ଲାଣ୍ଟ: ଆଇଓସିଏଲ ସିଜିଏମ ପ୍ରୀତିଶ ଭରତ