ଭାରତ-ଶ୍ରୀଲଙ୍କା ୨ୟ ଟି-୨୦: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତି

ଇନ୍ଦୋର: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ୨ୟ ମ୍ୟାଚ । ଇନ୍ଦୋର ସ୍ଥିତ ହୋଲକର ଷ୍ଟାଡିୟମରେ ଭାରତ ଟସ୍‌ ଜିତି ବୋଲିଂ ନିଷ୍ପତି ନେଇଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଟିମ ୨ୟ ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିଛନ୍ତି।

ଭାରତ ଏକାଦଶ ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ଶିବମ ଦୁବେ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର ।

ଶ୍ରୀଲଙ୍କା ଏକାଦଶ ଦଳ: ଲସିଥ ମାଲିଙ୍ଗା(କ୍ୟାପଟେନ), ଧନୁଷ୍କା ଗୁଣତିଲକା, ଅଭିସ୍କା ଫର୍ଣ୍ଣାଣ୍ଡୋ, ଇସରୁ ଉଦାନା, ଦାନୁସ ସନାକା, କୁସଲ ପରେରା(ୱିକେଟ କିପର), ଓସାଦା ଫର୍ଣ୍ଣାଣ୍ଡୋ,ଭାନୁକା ରାଜପାକ୍ସା, ଧନଞ୍ଜୟ ଡି ସିଲଭା, ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା ।