ଟସ୍‌ ଜିତି ଭାରତର ବ୍ୟାଟିଂ ଆରମ୍ଭ

ନୂଆଦିଲ୍ଳୀ: କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ୍‌ ଜିତିଲା ଭାରତ। ଇଂଲଣ୍ଡର ଓଭାଲ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଟସ୍‌ ଜିତି ଏଭଳି ନିଷ୍ପତି ନେଇ ଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ...

ନୂଆଦିଲ୍ଳୀ: କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ ଭାରତ-ଅଷ୍ଟ୍ରେଲିଆ ମ୍ୟାଚରେ ଟସ୍‌ ଜିତିଲା ଭାରତ। ଇଂଲଣ୍ଡର ଓଭାଲ ପଡ଼ିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ଟସ୍‌ ଜିତି ଏଭଳି ନିଷ୍ପତି ନେଇ ଛନ୍ତି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି। ଆଉ କିଛି ସମୟ ପରେ ଆରମ୍ଭ ହେବ ସୁପର ସଣ୍ଡେର ସୁପର ମୁକାବିଲା।

ସେପଟେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ବିରାଟ କୋହଲି କହିଛନ୍ତି ଯେ, ପୂର୍ବ ମ୍ୟାଚରେ ଖେଳାଯାଇଥିବା ପ୍ଲେଇଂ ଏକାଦଶକୁ ନେଇ ଏହି ମ୍ୟାଚ ଖେଳୁଛି ଭାରତ। ତେଣୁ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ ବୋଲି କହିଛନ୍ତି ଭାରତୀୟ କ୍ୟାପଟେନ୍‌ ବିରାଟ କୋହଲି।

Spread the love
Categories
ସ୍ପୋର୍ଟସ

RELATED BY

  • ପାକିସ୍ତାନକୁ ୮୯ ରନରେ ହରାଇଲା ଭାରତ

    ମଂଚେଷ୍ଟର: କ୍ରିକେଟ ବିଶ୍ୱକପର  ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ପାକିସ୍ତାନକୁ ୮୯ ରନରେ  ପରାଜିତ କରିଛି। ଭାରତୀୟ ବୋଲରଙ୍କ ଆକ୍ରମଣରେ ପାକିସ୍ତାନର ବ୍ୟାଟସମ୍ୟାନ ମାନେ କ୍ରିଜରେ ତିଷ୍ଠି ରହି ପାରି ନଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫୦...
  • ପୁଣି ଭାରତ-ପାକିସ୍ତାନ ମ୍ୟାଚର ବାଧକ ସାଜିଲା ବର୍ଷା

    ମଂଚେଷ୍ଟର: ବର୍ଷା ଯୋଗୁଁ ପୁଣି ଥରେ ଭାରତ-ପାକିସ୍ତାନ ମ୍ୟାଚ ଅଟକିଯାଇଛି। ଆଇସିସି ବିଶ୍ୱକପ୍‌ର ୨୨ ତମ ମ୍ୟାଚ୍‌ ମଂଚେଷ୍ଟରସ୍ଥିତ ଓଲଡ୍‌ ଟ୍ରଫେଡ ଷ୍ଟାଡିୟମ୍‌ରେ ଜାରି ଥିବା ବେଳେ ବାରମ୍ବାର ବର୍ଷା ଦାଉ ସାଜୁଛି। ରିପୋର୍ଟ ଲେଖାଯିବା ବେଳକୁ ପାକିସ୍ତାନ ୩୫...
  • ବର୍ଷା ଯୋଗୁ ଅଟକିଲା ମ୍ୟାଚ୍‍

    ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ସୁଦ୍ଧା ଭାରତ ୪୬.୪ ଓଭରରେ ୪ ୱିକେଟ୍ ହରାଇ ୩୦୪ ରନ୍ କରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇଛି। ଏହି ସମୟରେ କ୍ୟାପଟେନ୍ ବିରାଟ୍...
  • ରୋହିତ୍ ମାରିଲେ ୨୪ତମ ଶତକ

    ମାଞ୍ଚେଷ୍ଟର: ଚଳିତ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଆଜି ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ଏକ ଦମଦାର ଇନିଂସ୍ ଖେଳି ଶତକ ହାସଲ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ଦ୍ୱିତୀୟ ଶତକ । ସେ...