ଏପ୍ରିଲ ୧୧ରୁ ୭ଟି ପର୍ଯ୍ୟାରେ ମତଦାନ

ନୂଆଦିଲ୍ଲୀ : ଏପ୍ରିଲ ୧୧ରୁ ଆରମ୍ଭ ହେବ ମତଦାନ । ୭ଟି ପର୍ଯ୍ୟାରେ ସାରାଦେଶରେ ମତଦାନ  ଗ୍ରହଣ କରାଯିବ । ମେ ୧୯ରେ ମତ ଦାନ ସରିବ । ମେ ୨୩ରେ ହେବ ଫଳା ଫଳ ଘୋଷଣା । ଏନେଇ ଆଜି ନିର୍ବାଚନ କମିଶନ ସୁନିଲ ଆରୋରା ଘୋ,ଣା କରିଛନ୍ତି ।

ଏପ୍ରିଲ ୧୧ରେ ୨୦ଟି ରାଜ୍ୟରେ ୯୧ ଲୋକସଭା ସିଟ ପାଇଁ ହେବ ମତଦାନ

ଏପ୍ରିଲ ୧୮ରେ ୧୩ ରାଜ୍.ୟର ୯୭ଟି ସିଟ ପାଇଁ ହେବ ମତଦାନ

ଏପ୍ରିଲ ୨୩ରେ୧୪ଟି ରାଜ୍ୟରେ ୧୧୫ ସିଟ ପାଇଁ ହେବ ମତଦାନ

ଏପ୍ରିଲ ୨୯ରେ ୧୪ଟି ରାଜ୍ୟରେ ୭୧ ସିଟ ପାଇଁ  ହେବ ମତଦାନ

ମେ ୬ ରେ ୭ଟି ରାଜ୍ୟରେ ୫୧ ସିଟ ପାଇଁ ହେବ ମତଦାନ

ମେ ୧୨ରେ ୭ ରାଜ୍ୟ ରେ ୫୯ ସିଟ ପାଇଁ ହେବ ମତଦାନ

ମେ ୧୯ରେ ୮ ରାଜ୍ୟରେ ୫୯ ସିଟ ପାଇଁ ହେବ ମତଦାନ