ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ଆଗୁଆ

ଆଜି ଜାରି ରହିଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ । ପ୍ରଥମ ରାଉଣ୍ଡ ସୁଦ୍ଧା ୭୮୯ ଭୋଟରେ ଆଗୁଆ ଅଛନ୍ତି । ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ୨ ହଜାର ୯୪୪ ଭୋଟ୍ । ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କୁ ୨ ହଜାର ୧୫୫ ଭୋଟ୍ ମିଳିଛି ।