IAS ଅଫିସର ପୂଜା ସିଂଘଲ ଗିରଫ

IAS ଅଫିସର ପୂଜା ସିଂଘଲ ଗିରଫ । ପୁଳା ପୁଳା ଟଙ୍କା ଗଦାରେ ଶୋଉଥିବା ମାଡାମ୍ ଆଜି ଗିରଫ ହୋଇଛନ୍ତି । ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଘଲ ଗିରଫଙ୍କୁ ଗିରଫ କଲା ଇଡି । ମନି ଲଣ୍ଡରିଂ ମାମଲାରେ ମାମଲାରେ ଆଇଏଏସ୍ ଅଧିକାରୀ ପୂଜା ସିଂଘଲଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅନେକ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ବିଗତ ଦିନ ଗୁଡ଼ିକରେ ଇଡି ରାଞ୍ଚି ଏବଂ ପୂଜା ସିଂଘଲଲଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢ଼ଉ ଜାରି ରଖିଥିଲା । ଏହି ସମୟରେ ଇଡି ହାତରେ ଲାଗିଛି ୧୯ କୋଟିରୁ ଅଧିକ ନଗଦ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ।