ସ୍ୱାମୀ ଆଣିଲେ ସ୍ରୀ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ୨୯ ଘଣ୍ଟା ବନ୍ଦ କୋଠରୀରେ ସ୍ରୀ ଜବରଦସ୍ତ ଶାରିରିକ ସଂପର୍କ ରଖିଥିଲେ !

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୋଗ ଆଜି କାଲି ଏକ ମାମୁଲି ଘଟଣା ହେଲାଣି । ମହିଲାଙ୍କ ଉପରେ ଦୁଷ୍କର୍ମ କରିବା ମାମଲା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ହେଲେ ଆପଣ ଶୁଣଇ ଆଶ୍ଚର୍ଯ୍ୟ ହେବେ ପୁରୁଷ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆଉ କେହି ନୁହେଁ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଭଳି ସଙ୍ଗୀନ ୍ଅଭିଯୋଗ । ପତ୍ନୀ ଘରର କବାଡ ଝରକା ବନ୍ଦ କରି ଜବର ଦସ୍ତ ସ୍ୱାମୀଙ୍କ ସହ ଶାରୀରିକ ସଂପର୍କ ରଖି ଦୁଷ୍କର୍ମ କରିବା ଅଭିଯୋଗ କରିଛନ୍ତି ସ୍ୱାମୀ ଜଣଙ୍କ । ଅବଶ୍ୟ ଏ ଖବର ଆମ ଦେଶ ବାହାରର ।

ଏହିପରି ଘଟଣାଟିଏ ଘଟିଛି ଦକ୍ଷିଣ କୋରିଆରେ । ଜଣେ ମହିଳା ତାଙ୍କ ସ୍ଵାମୀଙ୍କୁ କବାଟ-ଝର୍କା ବନ୍ଦ କରି ଲଗାତର ୨୯ ଘଣ୍ଟାଧରି ରଖିଛନ୍ତି ଶାରୀରିକ ସଂପର୍କ ।ଏହା ଦ୍ଵାରା ମହିଳା ଜଣକ ସୌକ ମେଣ୍ଟାଇବା କଥା କହିଛନ୍ତି ।
ଏହି ୪୦ ବର୍ଷିୟ ମହିଳାଙ୍କ ବିରୋଧରେ ତାଙ୍କ ସ୍ଵାମୀ ଆଣିଛନ୍ତି ଅଭିଯୋଗ । କୋର୍ଟ ବିବାହିତ ଜୀବନରେ ମହିଳାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସଂପର୍କକୁ ନିଷିଦ୍ଧ ଘୋଷଣା କରିଛି ।କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯାହା ସ୍ଵାମୀର ଇଚ୍ଛା ବିରୁଦ୍ଧରେ ସ୍ତ୍ରୀ କରିଛି ବାରମ୍ବାର ଦୁର୍ଷ୍କମ ।

ପର ସ୍ତ୍ରୀ ସହ ଅନୈତିକ ସଂପର୍କ ରଖି ଗୁଳି ଖାଇଲେ ଯୁବକ