ରାଜ୍ୟରେ ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର : ରାଜ୍ୟରେ ୨୦୧୮-୧୯ ବର୍ଷରେ ୧୯ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି । ଖୁବ ଶିଘ୍ର ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଏହା ସହ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଗୁରୁବାର ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଗୁରୁବାର ଏକ ଡାଏଲିସିସ୍‌ କେନ୍ଦ୍ର କାର‌୍ୟ୍ୟକ୍ଷମ କରାଯାଇଛି। ପୂର୍ବରୁ … Continue reading ରାଜ୍ୟରେ ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା