ମୁମ୍ବାଇ: ୨୦୦୮ ମସିହାରେ ରାମାୟଣରେ ପ୍ରଭୁ ରାମ ଓ ସୀତାଙ୍କ ଭୂମିକାରେ ଅଭିନୟ କରି ଲୋକଙ୍କ ପ୍ରଶଂସା ସାଉଁଟି ଥିବା ଉଭୟ ରିଲ ଓ ରିୟଲ ଲାଇଫ କପୁଲ ଗୁରମିତ ଓ ଦେବୀନାଙ୍କୁ କରୋନା । ବର୍ତ୍ତମାନ ସେ ହୋମ ଆଇସଲେସନରେ ଥିବା କହିଛନ୍ତି ।
My wife Debina & I have tested positive for COVID-19 today. We are touch wood, doing fine and are taking all the necessary precautions, in isolation at home. We request all those who have been in contact with us to take care🙏🏻 Thank you all for your love and support
— GURMEET CHOUDHARY (@gurruchoudhary) September 30, 2020
ତାଙ୍କ ଫ୍ୟାନ୍ସ ମାନେ ଏହି ଖବର ଜାଣିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଅଭିନେତା କିଛି ଦିନ ପୂର୍ବରୁ ମୁମ୍ବାଇ ଦର୍ପଣକୁ ଦେଇଥିବା ସୂଚନାନୁଯାୟୀ, ସେପ୍ଟେମ୍ବର ୧୭ ରେ ତାଙ୍କ ଚଳଚ୍ଚିତ୍ର ‘ଦି ପତ୍ନୀ’ର ସୁଟିଂ ପରେ ସେ ଜୟପୁରରୁ ଫେରିଥିଲେ ।