ଦେବୀ ହେବା ବାହାନାରେ କୂଆଁରୀ ଝିଅଙ୍କୁ ବିବସ୍ତ୍ର କରି ୧୫ ଦିନ କରାଯାଏ ପୂଜା, ପୂଜକ କରନ୍ତି ଦେଖାଶୁଣା

ନୂଆଦିଲ୍ଲୀ : ଅଜବ ପରମ୍ପରା । କୁଆରୀ ଝିଙ୍କୁ ୧୫ ଦିନ ବି ବସ୍ତ୍ର କରି କରାଯାଏ ପୂଜା । ତାହା ପୁଣି ଦେବୀ ହେବା ବାହାନାରେ । ଏମିତି ପରମ୍ପରା ରହିଛି ତାମିଲନାଡୁ ମୌଦୁରରେ ଏକ ମନ୍ଦିରରେ ଏହି ପ୍ରଥା ରହିଛି । ସେହିଭଳି ଗୋଟିଏ ସଂପ୍ରଦାୟଅଛି, ଯେଉଁଠି ୧୪-୧୫ ବର୍ଷର ଝିଅ ମାନଙ୍କୁ ଦେବୀ ହେବା ବାହାନରେ ବିବସ୍ତ୍ର ହେବାକୁ ପଡ଼େ । ଏହି ପ୍ରଥା ଅନୁସାରେ ୭ ଜଣ ଝିଅ ବିବସ୍ତ୍ର ହୋଇ୧୫ ଦିନ ଯାଏ ରହିବାର ପରମ୍ପରା ରହିଛି ।

ପରମ୍ପରା ଅନୁସାରେ ଏହି ଗାଁର ୧୪-୧୫ ବର୍ଷର ସମସ୍ତ ଝିଅମାନଙ୍କୁ ପୂଜକଙ୍କ ସାମନରେପ୍ୟାରେଡ଼ କରିବାକୁ କୁହାଯାଇଥାଏ । ସେମାନଙ୍କୁ ମଧ୍ୟରୁ ପୂଜକ ୭ଜଣଙ୍କୁ ନିର୍ବାଚିତ କରିଥାନ୍ତି ।ଯେଉଁମାନେ ନିର୍ବାଚିତ ହୁଅନ୍ତି, ସେମାନେ ସବୁଠୁ ଅଧିକ ଭାଗ୍ୟବାନ ବୋଲି ପରିଗଣିତ ହୁଅନ୍ତି ।
ନିର୍ବାଚିତ ହୋଇଥିବା୭ଜଣ ଝିଅଙ୍କୁ ୧୫ ଦିନ ଯାଏଁ ମନ୍ଦିରରେ ରହିବାକୁ ଦିଆଯାଏ । ଯେଉଁମାନେ କି ଦେବୀ ହେବା ପାଇଁ ଅଣ୍ଟାଉପରକୁ କୌଣସି ବସ୍ତ୍ର ପିନ୍ଧିବାକୁ ବାରଣ କରାଯାଇଥାଏ । ସେମାନଙ୍କର ଦେଖାଶୁଣା କେବଳ ପୂଜକ ହିଁ କରିପାରନ୍ତି । ନାବାଳିକାଙ୍କ ଦେବୀବେଶ ଅନ୍ୟ କାହାକୁ ଦର୍ଶନ ପାଇଁ ଅନୁମତିଦିଆଯାଇ ନ ଥାଏ । ଏହିଭଳି ପରମ୍ପରା ଆଜିଯାଏଁ ବି ତାମିଲନାଡ଼ୁରେ ବଂଚିରହିଛି । ଏହି ପରମ୍ପରାକୁ ସେଠାକାର ଲୋକେ ମଧ୍ୟ ଛାଡ଼ିବାକୁ ନାରାଜ ।

ବାସର ରାତିରେ ବେଡରୁମ ଓ ଶେଜରେ ଫୁଲ ସଜ୍ଜା ଯାଏ କାହିଁକି ?