ଚୋରି କରିବାକୁ ଆସି ନାବାଳିକାଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ !

ଗଞ୍ଜାମ : ଚୋରୀ କରିବାକୁ ଆସି ନାବାଳିକାକୁ ଟେକି ନେଇ ଗଣ ଦୁଷ୍କର୍ମ । ଏମିତି ଘଟଣା ଘଟିଛି ପୋଲସରା ଥାନା ବାଲିସାହି ଫାଣ୍ଡି ଅଞ୍ଚଳରେ । ବାଲିଛାଇ ଫାଣ୍ଡି ଅନ୍ତର୍ଗତ ହାତୀଓଟ ପଂଚାୟତର ଧୋୟାକଣା ଗାଁର ଘଟଣା । ଘରୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଘରକୁ ଚୋରି କରିବାକୁ ଆସି ନାବାଳିକାଙ୍କୁ ଟେକି ନେଇ ଥିଲେ ଦୁର୍ବୃତ୍ତ । ଏହି ୩ ଲୁଟେରା ନାବଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ବ୍ରହ୍ମପୁର MKCG ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଲିସାହି ଫାଣ୍ଡିରେ ନାବାଳିକାଙ୍କ ପରିବାର ଏତଲା ଦିଆଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।