ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା, ସିଲଭର ସିଟିରେ ହେବନି ଗଣେଶ ପୂଜା

କଟକ: କଟକରେ ହେବନି ଗଣେଶ ପୂଜା । ସ୍ପଷ୍ଟ କଲେ କଟକ ଜିଲ୍ଲାପାଳ । ପରମ୍ପରା ଠାରୁ ଜୀବନ ମୂଲ୍ୟବାନ । ତେଣୁ ଚଳିତ ବର୍ଷ ପୂଜା ହେବନି ବୋଲି ଜଣାପଡିଛି ।

ଭାଙ୍ଗିଲା ଦୀର୍ଘବର୍ଷର ପରମ୍ପରା । କରୋନା ଯୋଗୁଁ ମଣ୍ଡପରେ ଗଣେଶ ପୂଜା କରିବା ପାଇଁ ବାରଣ କଲେ ଜିଲ୍ଲାପାଳ । ଘରେ କରିବାକୁ ଦେଲେ ପରାମର୍ଶ । ଗତକାଲି ହାଇକୋର୍ଟ ଗଣେଶ କରିବା ନେଇ ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି ଛାଡିଥିଲେ ।