ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି: ପାଣ୍ଡିଆନ

ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । ରାଉରକେଲାର ରଘୁନାଥରାଲ୍ଲୀରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ । ସେ କହିଛନ୍ତି, ମାଗଣା ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ମାସରୁ ଆଉ ବିଦ୍ୟୁତ୍ଉପଭୋକ୍ତାଙ୍କୁ ବଦ୍ୟୁତ ବିଲ୍ ଦେହବା ପାଇଁ ପଡିବ ନାହିଁ । ତେବେ ଏହା ନବୀନ ସରକାରଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ ।