ଭୁବନେଶ୍ୱର: ଲୋକସେବା ଭବନର କେୟାର ଟେକର ରୁମ୍ରେ ଅଗ୍ନିକାଣ୍ଡ । ସକାଳ ପ୍ରାୟ ୯ଟା ବେଳେ ନିଆଁ ଲାଗିଥିବା ସୂଚନା। ୪୫ ମିନିଟ୍ ଧରି ନିଆଁ ଜଳିବା ପରେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, କ୍ଷୟକ୍ଷତି ଜଣାପଡ଼ିନାହିଁ।

Prev Post
Next Post