ସଂସଦ ଆନେକ୍ସ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସଂସଦ ଆନେକ୍ସ ବିଲ୍ଡିଂର ଷଷ୍ଠ ମହଲାରେ ଅଗ୍ନିକାଣ୍ଡ । ଏହି ଘଟଣାଟି ସକାଳ ସମୟରେ ହୋଇଥିବା ଏକ ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ ଖବର ମିଳିଛି। ତେବେ ଅଗ୍ନିକାଣ୍ଡ ବିଷୟରେ ଖବର ପାଇଁ ଘଟଣାସ୍ଥଳରେ ପାଞ୍ଚଟି ଦମକଳ ବାହୀନି ଉପସ୍ଥିତ ରହି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି।