ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟା ଜାରି । ସୋମବାର ଗଡନ୍ତି ଛକରେ ଥିବା ହାବେଳୀ ମଠର ଉଚ୍ଛେଦ କରାଯାଇଥିବାବେଳେ ଆଜି ଶ୍ରୀମନ୍ଦିର ଉତର ଦ୍ବାର ପଟେ ଚାଲିଛି ଉଚ୍ଛେଦ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।