କଳାହାଣ୍ଡି ଗସ୍ତରେ ବିକାଶ କମିସନରଙ୍କ ସହ ୫ଟି ସଚିବ

କଳାହାଣ୍ଡି: ଆଜି କଳାହାଣ୍ଡି ଗସ୍ତରେ ବିକାଶ କମିସନରଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ୍ । ଉଭୟ ସେଠାରେ ଯାଇ ନିର୍ମାଣାଧିନ କୋଭିଡ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଥିଲେ । ଯାହା ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ।

ସୂଚନାଯୋଗ୍ୟ, ବର୍ତମାନ କଳାହାଣ୍ଡିର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ।