ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଥବାବେଳେ ଅପରାହ୍ନ ୧ଟା ସୁଦ୍ଧା ୧୯ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏହି ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ ବୋଲି ଜଣାପଡିଛି । ଯେଉଁଥିରେ ୬୭୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।
ଏଥିରେ ବହୁ ବଡ଼ ବଡ଼ ନେତାମାନେ ନିଜର ମତଦାନ ଦେଇଥିବାବେଳେ ବହୁ ସେଲିବ୍ରେଟି ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି ।