ରଣବୀର ପ୍ରତାରକ ! ମୁଁ ଗର୍ଭବତୀ ନାହିଁ କି ଏବେ ବାହା ହେବିନି- ଦୀପିକା

ମୁମ୍ବାଇ : ନିଜ ପ୍ରେମ ଓ ରଣବୀରଙ୍କ ସହ ସଂପର୍କକୁ ନେଇ ମୁହଁ କୋଲିଛନ୍ତି ଦୀପିକା । ରଣବୀରଙ୍କ ସହ ତାଙ୍କର ବାହା ଘର ହେବ ବୋଲି ଚର୍ଚ୍ଚା ଚାଲିଥିବାବେଳେ ଏଥିରେ ବ୍ରେକ ଲଗାଇଛନ୍ତି ଦନିଜେ ଦୀପିକା ପାଦୁକୋନ । ରଣବୀରଙ୍କ ସହ ତାଙ୍କ ବ୍ରେକଅପ ହୋଇ ସାରିଥିବା କହିଛନ୍ତି । ଏହା ସହ ସେ ଯେଉଁ ମତ ରକଇଛନ୍ତି ତାହା ରଣବୀରଙ୍କ ରାଜ ଖୋଲି ଦେଇଛି । ସେ ତାଙ୍କ ସହ ପ୍ରତାରଣାପୂଣ୍ଣ ବ୍ୟବହାର କରିଥିବା … Continue reading ରଣବୀର ପ୍ରତାରକ ! ମୁଁ ଗର୍ଭବତୀ ନାହିଁ କି ଏବେ ବାହା ହେବିନି- ଦୀପିକା