ରଣବୀର ପ୍ରତାରକ ! ମୁଁ ଗର୍ଭବତୀ ନାହିଁ କି ଏବେ ବାହା ହେବିନି- ଦୀପିକା

ଅନ୍ୟ କାହା ସହ ରଣବୀରଙ୍କୁ ଅତି ଘନିଷ୍ଠ ଅବସ୍ଥାରେ ଦେଖଇବା ପରେ ସଂପର୍କରେ ବ୍ରେକ ଲଗାଇଥିଲେ ଦୀପିକା

ମୁମ୍ବାଇ : ନିଜ ପ୍ରେମ ଓ ରଣବୀରଙ୍କ ସହ ସଂପର୍କକୁ ନେଇ ମୁହଁ କୋଲିଛନ୍ତି ଦୀପିକା । ରଣବୀରଙ୍କ ସହ ତାଙ୍କର ବାହା ଘର ହେବ ବୋଲି ଚର୍ଚ୍ଚା ଚାଲିଥିବାବେଳେ ଏଥିରେ ବ୍ରେକ ଲଗାଇଛନ୍ତି ଦନିଜେ ଦୀପିକା ପାଦୁକୋନ । ରଣବୀରଙ୍କ ସହ ତାଙ୍କ ବ୍ରେକଅପ ହୋଇ ସାରିଥିବା କହିଛନ୍ତି । ଏହା ସହ ସେ ଯେଉଁ ମତ ରକଇଛନ୍ତି ତାହା ରଣବୀରଙ୍କ ରାଜ ଖୋଲି ଦେଇଛି । ସେ ତାଙ୍କ ସହ ପ୍ରତାରଣାପୂଣ୍ଣ ବ୍ୟବହାର କରିଥିବା କହିଛନ୍ତି । ଅନ୍ୟ କାହା ସହ ରଣବୀରଙ୍କୁ ଅତି ଘନିଷ୍ଠ ଅବସ୍ଥାରେ ଦେଖଇବା ପରେ ରଣବୀରଙ୍କୁ ନେଇ ତାଙ୍କର ମତ ବଦଳିଥିଲା ଓ ସେ ସଂପର୍କରେ ବ୍ରେକ ଲଗାଇଥିଲେ ବୋଲି କହିଛନ୍ତି ଦୀପିକା ।  ଏହା ସହ ସେ ଗର୍ୱବତୀ ନାହାନ୍ତି ଓ ନିକଟରେ ବିଭାହ କରିବାର ନାହିଁ ବୋଲି ସଫା ସଫା ଶୁଣାଇଛନ୍ତି ଦୀପିକା ପାଦୁକୋନ । ତାଙ୍କର ବିଭାହକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହି ଆଲୋଚନାରେ ପୂଣ୍ଣଛେଦ ଟାଣିବା ଦରକାର ବୋଲି କହି ସେ କହିଛନ୍ତି ମୁଁ ଗର୍ବବତୀ ନୁହେଁ କି ବିଭାହ ପାଇଁ ଯୁକ୍ତି ବଧ ହୋଇ ନାହିଁ । ଏମିତିକି ନିକଟରେ ତାଙ୍କ ବିଭାହ କରିବାର ନାହିଁ ବୋଲି ଗଣମାଧ୍ୟମରେ କହିଛନ୍ତି ନି ଜେ ଦୀପିକା ।

Spread the love
Categories
ମନୋରଞ୍ଜନ

RELATED BY