ଦୀପିକା ପାଦୁକନ ହେଲେ ଭାରତର ନମ୍ବର ୱାନ ବ୍ରାଣ୍ଡ ମହିଳା ସେଲିବ୍ରିଟି

ମୁମ୍ବାଇ: ଭାରତରେ ସବୁଠାରୁ ବଡ଼ ସେଲିବ୍ରିଟି କଥା ପଚାରିଲେ ସମସ୍ତଙ୍କ ମନରେ ଶାହାରୁଖ, ସଲମାନ ଖାନ ,ଅମିର ଖାନ ଆସୁଥିବେ । କିନ୍ତୁ ଏମାନଙ୍କ ବ୍ରାଣ୍ଡ ସେଲିବ୍ରିଟି ମଧ୍ୟରେ କିଏ ନୁହେଁ ନମ୍ବର ୱାନରେ ରହିଛନ୍ତି ଦୀପିକା ପାଦୁକନ ।...

ମୁମ୍ବାଇ: ଭାରତରେ ସବୁଠାରୁ ବଡ଼ ସେଲିବ୍ରିଟି କଥା ପଚାରିଲେ ସମସ୍ତଙ୍କ ମନରେ ଶାହାରୁଖ, ସଲମାନ ଖାନ ,ଅମିର ଖାନ ଆସୁଥିବେ । କିନ୍ତୁ ଏମାନଙ୍କ ବ୍ରାଣ୍ଡ ସେଲିବ୍ରିଟି ମଧ୍ୟରେ କିଏ ନୁହେଁ ନମ୍ବର ୱାନରେ ରହିଛନ୍ତି ଦୀପିକା ପାଦୁକନ । ଦୀପିକାଙ୍କ ବ୍ରାଣ୍ଡ ସେଲିବ୍ରିଟି ଭାବେ ସମକକ୍ଷ ଯଦି କେହି ରହିଛନ୍ତି ତେବେ ସେ ହେଉଛନ୍ତି କ୍ରିକେଟର ବିରାଟ କୋହଲି ।

ସେଲିବ୍ରିଟି ବ୍ରାଣ୍ଡ ଓ ବ୍ରାଣ୍ଡ ଭ୍ୟାଲୁ ନଜର ରଖୁଥିବା କମ୍ପାନୀ ଡଫ ଓ କେପ୍ଲସ ଅନୁସାରେ ଦୀପିକାଙ୍କ ବ୍ରାଣ୍ଡଭ୍ୟାଲୁ ୧୦କୋଟି ଡଲାର ଅର୍ଥାତ ୭୦୦କୋଟି ଟଙ୍କା । ପୂର୍ବ ବର୍ଷ ସମସ୍ତ ତାରକାଙ୍କ ଆୟ ତାଲିକାରେ ମଧ୍ୟ ଦୀପିକା ୧୧୩ କୋଟି ଆୟରେ ରହିଥିଲେ । ଫଳରେ ସେ କ୍ରିକେଟର ଏମଏସ ଧୋନୀ , ଅମିର ଖାନ ଓ ନିଜ ପତି ରଣବୀର ସିଂହଙ୍କ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

Spread the love
Categories
ମନୋରଞ୍ଜନ

RELATED BY