ଗୋଆ : କିଛି ମାସ ପରେ ପୁଣି ବଲିଉଡ୍ ଅଭିନେତ୍ରୀ ଅପସରା ରାଣୀଙ୍କୁ ନେଇ ଚର୍ଚ୍ଚା। ଥ୍ରୀଲର ଫିଲ୍ମର କିଛିମାସ ପରେ ପୁଣି ଅପସରାଙ୍କ ଆଗାମୀ ଫିଲ୍ମ ଡେଞ୍ଜରସ୍ର ପୋଷ୍ଟର ରିଲିଜ୍ ହୋଇଛି।
ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଥ୍ରୀଲର ଫିଲ୍ମ ଜରିଆରେ ଅପସରା ବଲିଉଡ୍ରେ ଡେବ୍ୟୁ କରିଥିଲେ। ସେତେବେଳେ ମଧ୍ୟ ତାଙ୍କ ପୋଷାକ ପରିଧାନ ବା ଡ୍ରେସ୍ କଷ୍ଟ୍ୟୁମ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା।
dangerous film fast poster release