ଫନି ପାଇଁ ବିଏମ୍‌ସି ଖୋଲିଲା ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫନି’ ସମ୍ବନ୍ଧୀୟ ସୂଚନା ପାଇଁ ବିଏମ୍‌ସି ତରଫରୁ ଏକ ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର ଖୋଲାଯାଇଛି। ନମ୍ବରଟି ହେଉଛି: ୦୬୮୦୨୨୫୦୨୯୦