ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲା ୧୧୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର

ପାରଳାଖେମୁଣ୍ଡି: ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଂଟର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ କାର୍ଯ୍ୟକ୍ଷମ କରାଯାଇଛି । ଯାହା ଗଜପତି ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକ୍ଷମ କରାଯାଇଛି ।

ଏହି କେୟାର ସେଂଟରକୁ ହାଇଟେକ୍ ମେଡିକାଲ କଲେଜ ଏବଂ ଓଡ଼ିଶା ହାଇ ପାୱାର କର୍ପୋରେସନର ମିଳିତ ସହଯୋଗରେ ହୋଇଛି । ଏହି ସେଂଟରରେ କେଭଳ କୋଭିଡ୍ ରୋଗୀମାନେ ମାଗଣାର ଚିକିିତ୍ସାର ଲାଭ ଉଠାଇପାରିବେ ।