ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଚିହ୍ନଟ ହୋଇଛି । ଏହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଲା । ତେବେ ଏହି ନୂତନ ୩ ଜଣ ହେଉଛନ୍ତି ଜଣେ ଝାରସୁଗୁଡା, ଦେବଗଡ ଓ କେନ୍ଦୁଝରରୁ ବୋଲି ଜଣାପଡିଛି ।