ଆଜି ସକାଳେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରାଉଲକେଲାର

ରାଉଲକେଲା: ଆଜି ସକାଳେ ସୁନ୍ଦରଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରାଉଲକେଲା ନାଲାରୋଡର ବୋଲି ଜଣାଡିଛି । ଆକ୍ରାନ୍ତ ଜଣକ ୨୯ ବର୍ଷୀୟା ମହିଳା l ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର l ଏବେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଂଚିଛି l ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବି ସୂଚନା ଦିଆଯାଇଛି।