କୋରୋନା ଆକ୍ରାନ୍ତ: ମୋଟ ୩୦୮୨ସଂକ୍ରମିତ, ୮୬ ମୃତ

ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ସରକାର ପ୍ରୟାସ କରିବା ସହ ହସ୍ପିଟାଲରେ ପୃଥକ ୱାର୍ଡ ଖୋଲିବା ପାଇଁ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ, ଦେଶେର ବର୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦୮୨ ରହିଥିବା ବେଳେ ୧୮୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା ୮୬ରେ ହିଁ ସୀମିତ ରହିଛି । ଅନ୍ୟପକ୍ଷେ ୧୨ ଘଂଟାରେ ମୋଟ ୩୫୫ଟି ନୂଆ ମାମଲା ସାମ୍ନାକୁ ଆସିଛି ।