କୋରୋନା ପାଇଁ ପର୍ଯ୍ୟଟକଙ୍କୁ ପୁରୀ ମନା

ପୁରୀ: କୋରୋନା ପାଇଁ ଆଲର୍ଟ । ପୁରୀ, କୋଣାର୍କ, ସାତପଡା, ଅଂଚଳକୁ ବୁଲି ଯିବା ନେଇ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । କୌଣସୀ ଟୁର୍ ଅପରେଟର ପର୍ଯ୍ୟଟକଙ୍କୁ ନେଇ ଭ୍ରମଣରେ ଯାଇପାରିବେ ନାହିଁ । ପୁରୀ ପର୍ଯ୍ୟଟନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।