ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ମହାମାରୀ କୋରୋନାରେ ବର୍ତମାନ ସୁଦ୍ଧା ୨୫ଜଣ ମୃତ୍ୟୁ ବରଣ କରିଥିବାବେଳେ ୯୮୭ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।
କୋରୋନାରେ ସଂକ୍ରମିତ ହୋଇ ଗୁଜୁରାଟ ଓ ଜାମ୍ମୁ କାଶ୍ମୀରରେ ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ୧୯୩ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ।