ନଅଟି ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ରବିବାର ଦିନ ରାଜ୍ୟର ନଅଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପାର୍ଟି ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ କଂଗ୍ରେସ ଟିକେଟ୍‌ ପାଇଥିବା ପ୍ରାର୍ଥୀମାନେ ହେଲେ:

ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ

ସାଲେପୁର- ରବୀନ୍ଦ୍ରନାଥ କର

ବଡ଼ଚଣା- ସୀତାକାନ୍ତ ମହାପାତ୍ର

ଭଦ୍ରକ- ନଳୀନିକାନ୍ତ ମହାନ୍ତି

ଧର୍ମଶାଳା- କିଷାନ ପଣ୍ଡା

ବାଲିକୁଦା-ଏରସମା- ଡାକ୍ତର ଲଲାଟେନ୍ଦୁ ମହାପାତ୍ର

ମହାକାଳପଡ଼: ବିଭ୍ରଂଶୁ ଶେଖର ଲେଙ୍କା

ନିମାପଡ଼ା- ସତ୍ୟବ୍ରତ ପାତ୍ର

ତିର୍ତ୍ତୋଲ- ଦେବୀପ୍ରସାଦ ମଲ୍ଲିକ