ଭୁବନେଶ୍ୱର : କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସୁରେନ୍ଦ୍ର ପରମାଣିକଙ୍କୁ ସୋର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ସେହିପରି ଚାନ୍ଦବାଲିରୁ ଦିଗମ୍ବର ଦାସଙ୍କ ନାମ ଘୋଷଣା କରାଯାଇଛି। ସିମୁଳିଆରୁ ଅନନ୍ତ ସେଠୀ ଏବଂ ବଡ଼ସାହି ବିଧାନସଭା ଆସନ ପାଇଁ ଦେବଯାନୀ ବେହେରାଙ୍କ ନାମ ଘୋଷଣା କରାଯାଇଛି।